ନାବାଳକ ଶରୀରରେ ପଶିଗଲା ଗ୍ରୀଲ୍
#ନାବାଳକ_ଶରୀରରେ_ପଶିଗଲା_ଗ୍ରୀଲ୍ ମୁନିଆ ଲୁହା ଗ୍ରୀଲ୍ ଉପରେ ଖସିପଡ଼ିଲା ୧୩ ବର୍ଷର ନାବାଳକ । ଛାତକୁ ନିଜ ଡ୍ରେସ୍ ଆଣିବାକୁ ଯାଇଥିବା ବେଳେ ଗ୍ରୀଲ୍ ଉପରେ ଖସିପଡ଼ିଥିବା ସୂଚନା ମିଳିଛି । ପିଲାଟିକୁ ସେକ୍ରେଟେରିଏଟ୍ ଫାୟାର ଷ୍ଟେସନ ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି ।