India-Pakistan Diplomacy: କୂଟନୈତିକ ଷ୍ଟ୍ରାଇକରେ ପାକିସ୍ତାନ ଛାନିଆ, ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ଏଲଓସି

ପହଲଗାମ୍ ପର୍ଯ୍ୟଟକ ନରସଂହାର ପରଠୁ ସିଂହ ଗର୍ଜନ ଛାଡୁଛି ଭାରତ। ଆତଙ୍କୀସ୍ତାନ୍କୁ ପାନେ ଚଖେଇବାକୁ ନୂଆଦିଲ୍ଲୀ ଆରମ୍ଭ କରିଥିବା କୂଟନୈତିକ ଯୁଦ୍ଧ ଦେଖି ପାକିସ୍ତାନର ପିଳେହିପାଣି ହେଲାଣି। ଦିନକ ତଳେ ତୋଡ଼ ଦେଖାଉଥିବା ଇସାଲମାବାଦ ଆଜି ଲାଙ୍ଗୁଡ଼ ଜାକିଛି।

India-Pakistan Diplomacy: କୂଟନୈତିକ ଷ୍ଟ୍ରାଇକରେ ପାକିସ୍ତାନ ଛାନିଆ, ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ଏଲଓସି
Array