India Pakistan Relations: ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନର ସରକାରୀ ‘X’ ଆକାଉଣ୍ଟକୁ କଲା ବ୍ୟାନ୍
ଭାରତ ସରକାରଙ୍କ ଏହି ଅନୁରୋଧ ଉପରେ ‘X’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଭାରତରେ ସେହି ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହାର ସରଳ ଅର୍ଥ ହେଉଛି ଯେ ପାକିସ୍ତାନ ସରକାରଙ୍କ ‘X’ ଆକାଉଣ୍ଟ ଆଉ ଭାରତରେ ଦେଖାଯିବ ନାହିଁ ।