Israel-Iran Tension: ଇସ୍ରାଏଲ-ଇରାନ ଯୁଦ୍ଧ ବଢ଼ିଲେ କ’ଣ ହେବ ? ଭାରତରେ ତୈଳ ଦର ପ୍ରଭାବିତ ହେବା ଆଶଙ୍କା

ଇରାନରୁ ସିଧାସଳଖ ଆମଦାନୀ କମ୍ ହେଲେ ବି ବିବାଦ ଯୋଗୁଁ ବିଶ୍ୱସ୍ତରରେ ଦରଦାମ ବୃଦ୍ଧି ଅଶୋଧିତ ତୈଳ ଆମଦାନୀର ମୂଲ୍ୟ ବୃଦ୍ଧି କରିବ। ବିଶ୍ୱ ତୈଳର ପ୍ରାୟ ୨୦% ହର୍ମୁଜ ପ୍ରଣାଳୀ ବା ଜଳପଥ ଦେଇ ଗତିକରେ । ଏପରି ସ୍ଥିତିରେ ଏହି ପ୍ରଣାଳୀକୁ ଇରାନ ଦ୍ୱାରା ଅବରୋଧ କରାଗଲେ ପରିବହନ ଆହୁରି ପ୍ରଭାବିତ ହେବ।

Israel-Iran Tension: ଇସ୍ରାଏଲ-ଇରାନ ଯୁଦ୍ଧ ବଢ଼ିଲେ କ’ଣ ହେବ ? ଭାରତରେ ତୈଳ ଦର ପ୍ରଭାବିତ ହେବା ଆଶଙ୍କା
Array