India-Pakistan Relations: ଭାରତ ବିରୋଧରେ ଫେକ୍‌ ନ୍ୟୁଜ୍, ମିଛୁଆ ପାକିସ୍ତାନର ଖୋଲିଲା ପୋଲ୍‌

ନିଜ ଦୁର୍ବଳତା ଲୁଚାଇବାକୁ ମିଛ ପ୍ରଚାର କରୁଛି ପାକିସ୍ତାନ । ଭାରତ ବିରୋଧରେ ତିଆରି କରୁଛି ଫେକ୍ ନ୍ୟୁଜ । ସୋସିଆଲ୍ ମିଡିଆରେ ମିଛୁଆ ପାକିସ୍ତାନ କରୁଥିବା ମିଛ ଏଜେଣ୍ଡାର ପୋଲ୍ ଖୋଲିଛି ଭାରତ ।

India-Pakistan Relations: ଭାରତ ବିରୋଧରେ ଫେକ୍‌ ନ୍ୟୁଜ୍, ମିଛୁଆ ପାକିସ୍ତାନର ଖୋଲିଲା ପୋଲ୍‌
Array