India-Pakistan Security Tensions: ଭାରତର ୩୨ ଏୟାରପୋର୍ଟ ବନ୍ଦ, ୧୫ ଯାଏଁ ବନ୍ଦ ରହିବ ବିମାନ ଚଳାଚଳ
ଡିଜିସିଏ ଅନୁଯାୟୀ, ଏହି ବିମାନବନ୍ଦରଗୁଡ଼ିକରୁ ସମସ୍ତ ପ୍ରକାରର ବେସାମରିକ ବିମାନ ସେବା ୯ ମେ’ରୁ ୧୪ ମେ’, ୨୦୨୫ ପର୍ଯ୍ୟନ୍ତ (ଭାରତୀୟ ସମୟ ଅନୁସାରେ ୧୫ ମେ’ ସକାଳ ୫:୨୯ ପର୍ଯ୍ୟନ୍ତ) ଅସ୍ଥାୟୀ ଭାବରେ ବନ୍ଦ ରହିବ।