India-Pakistan Tensions: ଭାରତ-ପାକ୍ ଯୁଦ୍ଧ ହେଲେ ଦେଶ ଛାଡ଼ି ବାହାରକୁ ଚାଲିଯିବେ ପାକିସ୍ତାନ ସାଂସଦ, ଖୋଲାଖୋଲି କହିଲେ

ପାକିସ୍ତାନ ନେତା ଶେର୍ ଅଫଜଲ୍ ଖାନ୍ ମରୱତ୍ କହିଛନ୍ତି, ଯଦି ଭାରତ ସହ ଯୁଦ୍ଧ ହୁଏ, ମୁଁ ପାକିସ୍ତାନରୁ ବାହାରକୁ ଚାଲିଯିବି । କାରଣ ମୋଦି ଛାଡିବେନି । ଜବାବ ଦେବେ ।

India-Pakistan Tensions: ଭାରତ-ପାକ୍ ଯୁଦ୍ଧ ହେଲେ ଦେଶ ଛାଡ଼ି ବାହାରକୁ ଚାଲିଯିବେ ପାକିସ୍ତାନ ସାଂସଦ, ଖୋଲାଖୋଲି କହିଲେ
Array