ମଞ୍ଚ ଉପରେ ଆଖି ବୁଜିଲେ ରାମ

ଚାଲିଥିଲା ରାମାୟଣ। ମଞ୍ଚ ଉପରେ ଛିଡା ହୋଇ ଡାଇଲଗ କହୁଥିଲେ 'ରାମ'। ହେଲେ ଘଟିଗଲା ଅଘଟଣ। ନିମିଷକ ମଧ୍ୟରେ ଆଧ୍ୟାତ୍ମିକ ପରିବେଶରେ ଖେଳିଗଲା ଶୋକର କଳା ବାଦଲ ।