India Responds to Terror Attacks: ଏୟାରଷ୍ଟ୍ରାଇକ ପରେ ବିପଦରେ ଏହି ସବୁ ବିମାନବନ୍ଦର; ଉଡ଼ାଣ ବନ୍ଦ
ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା। ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍ କରିଥିଲେ ଭାରତୀୟ ସେନା।