ମେ ୧୦ରେ ଖୋଲିବ କେଦାରନାଥ ଧାମ
ନୂଆଦିଲ୍ଲୀ,୮।୩: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରି ଶୁଭ ଅବସରରେ ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି। ଶୁକ୍ରବାର ଓମକାରେଶ୍ୱର ମନ୍ଦିର ଉଖିମଠରେ ତାରିଖ ଘୋଷଣା କରାଯାଇଥିଲା। ମେ ୧୦ ସକାଳ ୭ରେ ବାବାଙ୍କ କବାଟ ଦ୍ୱାର ଖୋଲିବ। ଏହି ଅବସରରେ ବଦ୍ରିନାଥ-କେଦାରନାଥ କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ମଧ୍ୟ ଉପସ୍ଥିତ ଥିଲେ। The post ମେ ୧୦ରେ ଖୋଲିବ କେଦାରନାଥ ଧାମ appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରି ଶୁଭ ଅବସରରେ ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି। ଶୁକ୍ରବାର ଓମକାରେଶ୍ୱର ମନ୍ଦିର ଉଖିମଠରେ ତାରିଖ ଘୋଷଣା କରାଯାଇଥିଲା। ମେ ୧୦ ସକାଳ ୭ରେ ବାବାଙ୍କ କବାଟ ଦ୍ୱାର ଖୋଲିବ। ଏହି ଅବସରରେ ବଦ୍ରିନାଥ-କେଦାରନାଥ କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ମଧ୍ୟ ଉପସ୍ଥିତ ଥିଲେ।
The post ମେ ୧୦ରେ ଖୋଲିବ କେଦାରନାଥ ଧାମ appeared first on Dharitri Odia News.