India-Syria Relation: କ୍ଷମତା ପରିବର୍ତ୍ତନ ସହ ଅସଦ ଶାସନର ଅନ୍ତ...ଏବେ ଭାରତ-ସିରିଆ ସମ୍ପର୍କର ଭବିଷ୍ୟତ କ’ଣ ?

ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା ।

India-Syria Relation: କ୍ଷମତା ପରିବର୍ତ୍ତନ ସହ ଅସଦ ଶାସନର ଅନ୍ତ...ଏବେ ଭାରତ-ସିରିଆ ସମ୍ପର୍କର ଭବିଷ୍ୟତ କ’ଣ ?
Array