India to Strike Back: Will the Nation Take Action Again After Pakistan's Terror Attack?
#ବଦଲା_ନେବ_ଭାରତ ଯେବେ ଯେବେ ପାକିସ୍ତାନ ଆତଙ୍କୀ ହମଲା କରିଛି, ଭାରତ ମଧ୍ୟ ଏହା ଉପରେ କଡ଼ା ଆକ୍ସନ ନେଇଛି। ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହେଉ ବା ୨୦୧୯ରେ ଏୟାର ଷ୍ଟ୍ରାଇକ୍। ତେବେ ଏଥର କ'ଣ ଆକ୍ସନ ନେଉଛି ଭାରତ, ତା' ଉପରେ ସମସ୍ତଙ୍କ ନଜର
#ବଦଲା_ନେବ_ଭାରତ
ଯେବେ ଯେବେ ପାକିସ୍ତାନ ଆତଙ୍କୀ ହମଲା କରିଛି, ଭାରତ ମଧ୍ୟ ଏହା ଉପରେ କଡ଼ା ଆକ୍ସନ ନେଇଛି। ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହେଉ ବା ୨୦୧୯ରେ ଏୟାର ଷ୍ଟ୍ରାଇକ୍। ତେବେ ଏଥର କ'ଣ ଆକ୍ସନ ନେଉଛି ଭାରତ, ତା' ଉପରେ ସମସ୍ତଙ୍କ ନଜର