Indian Navy Day 2024: ଶତ୍ରୁ ଦେଶ କାହିଁକି ଭାରତୀୟ ଜଳ ସୀମା ଉପରେ ଆକ୍ରମଣ କରିପାରନ୍ତି ନାହିଁ
ପ୍ରତିବର୍ଷ ୪ ଡିସେମ୍ବରରେ ‘ଭାରତୀୟ ନୈସେନା ଦିବସ’ ପାଳନ କରାଯାଏ। ଏହି ଦିନ ଦେଶର ନୌସେନାର ଅଦସ୍ୟ ସାହସ, ସେମାନଙ୍କର ଭୂମିକା ଏବଂ ସଫଳତା ପାଇଁ ଉତ୍ସର୍ଗୀକୃତ। ଏହି ଅବସରରେ ଦେଶର ସୈନିକମାନଙ୍କୁ ସମ୍ମାନ ଦେବା ଜରୁରୀ।