Indian Premier League: ଆଇପିଏଲ୍‌ରେ ଶେଷ ସିଜନ୍ ଖେଳୁଛନ୍ତି କି ଧୋନି, ରୋହିତ ଓ ଅଶ୍ୱିନ ?

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ରେ ଶେଷ ସିଜନ୍ ଖେଳୁଛନ୍ତି କି ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ? ଚଳିତ ସିଜନ୍ ଶେଷ ହେବା ପରେ ଲିଗ୍‌ରୁ ଅବସର ନେବେ କି ଏହି ତିନି ଭାରତୀୟ ଭେଟେରାନ୍‌? ଭାରତୀୟ କ୍ରିକେଟ୍ ମହଲରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।  

Indian Premier League: ଆଇପିଏଲ୍‌ରେ ଶେଷ ସିଜନ୍ ଖେଳୁଛନ୍ତି କି ଧୋନି, ରୋହିତ ଓ ଅଶ୍ୱିନ ?
Array