Indian Railways: କେବେ ଆରମ୍ଭ ହେଲା ଭାରତୀୟ ରେଳ ସେବା ? କାହିଁକି କୁହାଯାଏ Indian Railways...
ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।