Maharashtra Politics: ସରୁନି ମହାରାଷ୍ଟ୍ର ସସ୍‌ପେନ୍ସ; କିଏ ହେବ ମୁଖ୍ୟମନ୍ତ୍ରୀ, ଏଯାଏ କଳ୍ପନାଜଳ୍ପନା!

ବିଜେପିର ଏକ ପ୍ରତିନିଧି ଦଳ ଶପଥ ଉତ୍ସବ ହେବାକୁ ଥିବା ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଏପଟେ ଅସୁସ୍ଥ ଅଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

Maharashtra Politics: ସରୁନି ମହାରାଷ୍ଟ୍ର ସସ୍‌ପେନ୍ସ; କିଏ ହେବ ମୁଖ୍ୟମନ୍ତ୍ରୀ, ଏଯାଏ କଳ୍ପନାଜଳ୍ପନା!
Array