Indian Woman: ୧ଲକ୍ଷ ଟଙ୍କାର ଜିନିଷ ଲୁଟି ହେଉଥିଲେ ଫେରାର୍ , ହାତକଡି ପକେଇ ଜେଲକୁ ନେଲା ପୋଲିସ୍

ପୋଲିସ ଆସିବା ପରେ, ମହିଳା ଜଣକ କହିଥିଲେ ଯେ ମୁଁ ଏହି ଦେଶର ନୁହେଁ, ମୁଁ ଭାରତର। ମୋତେ କ୍ଷମା କରନ୍ତୁ। ମୁଁ ନେଇଥିବା ସମସ୍ତ ଜିନିଷପତ୍ର ପାଇଁ ମୁଁ ପଇସା ଦେବାକୁ ପ୍ରସ୍ତୁତ।

Indian Woman: ୧ଲକ୍ଷ ଟଙ୍କାର ଜିନିଷ ଲୁଟି ହେଉଥିଲେ ଫେରାର୍ , ହାତକଡି ପକେଇ ଜେଲକୁ ନେଲା ପୋଲିସ୍
Array