India's Advanced Laser Weapon Success: ଭାରତର ଲେଜର୍ ୱିପନ୍ ସଫଳତା, ଆଉ ଏକ ମାଇଲଖୁଣ୍ଟ
ଏହି ୩୦ କିଲୋୱାଟ ଲେଜର୍ ୱିପନ୍ ସିଷ୍ଟମ ଦ୍ୱାରା ଆକାଶ ମାର୍ଗରୁ ଆସୁଥିବା ବିପଦକୁ ପ୍ରତିହତ କରିହେବ । ୫ କିଲୋମିଟର ମଧ୍ୟରେ ଆକାଶରୁ ହେଲିକପ୍ଟର ଓ ଡ୍ରୋନକୁ ତଳକୁ ଖସାଇ ଦେଇହେବ । ଏହାର ଉନ୍ନତ ଯୁଦ୍ଧ କ୍ଷମତା ରହିଛି । ଏହା ଯୋଗାଯୋଗ ଓ ସାଟେଲାଇଟ ସିଗ୍ନାଲ ପାଇଁ ଜାମର ଭଳି କାମ କରିବ । ଏହା ସ୍ଥଳଭାଗ ଓ ସମୁଦ୍ରରେ ଜାହାଜ ଉପରୁ ବ୍ୟବହୃତ ହୋଇପାରିବ । ଏହି ସିଷ୍ଟମରେ ଇଲେକ୍ଟ୍ରୋ-ଅପ୍ଟିକାଲ୍ / ଇନ୍ଫ୍ରାରେଡ୍ ସେନସର୍ ବ୍ୟବସ୍ଥା ରହିଛି ।