India's Retaliation against Terrorists: ଆତଙ୍କବାଦୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ, ପ୍ରତିଶୋଧ ନେବ ଭାରତୀୟ ସେନା
ପହଲଗାମ୍ରେ ହମ୍ଲା ପରେ ଏବେ ରାଗିଯାଇଛନ୍ତି ଦେଶବାସୀ । ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା କରାଯାଉଛି ।