Indias Third Richest: କମାଲ୍ କଲା ବାପାଙ୍କ ଉପହାର... ପାଲଟିଲେ ଭାରତର ତୃତୀୟ ଧନୀ
ରୋଶନି ନାଦାର ମାଲହୋତ୍ରା ଏଚସିଏଲ କମ୍ପାନୀର ବର୍ତ୍ତମାନ ସବୁଠାରୁ ବଡ଼ ସେୟାର ହୋଲ୍ଡର । ରାତାରାତି କେବଳ ଭାରତ ନୁହେଁ ବରଂ ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ହୋଇଗଲେ। ବାପାଙ୍କ ଉପହାର ଯୋଗୁଁ ସେ ଏହି ସଫଳତା ପାଇଛନ୍ତି। ଏଚସିଏଲ ମାଲିକ ଶିବ ନାଦାର ତାଙ୍କର ସମୁଦାୟ ସମ୍ପତ୍ତିର ୪୭ ପ୍ରତିଶତ ଅଂଶଧନ ଝିଅ ରୋଶନି ନାଦାର ମାଲହୋତ୍ରାଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ।