COVID Case In Odisha: ଓଡ଼ିଶାରେ ପଶିଲା କରୋନା; କିପରି ରହିଛି ସ୍ଥିତି, କ'ଣ ନିଆଯାଉଛି ପଦକ୍ଷେପ କହିଲେ ସ୍ୱାସ୍ଥ୍ୟ ସଚିବ

ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି । କୋଭିଡ୍‌କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ ।

COVID Case In Odisha: ଓଡ଼ିଶାରେ ପଶିଲା କରୋନା; କିପରି ରହିଛି ସ୍ଥିତି, କ'ଣ ନିଆଯାଉଛି ପଦକ୍ଷେପ କହିଲେ ସ୍ୱାସ୍ଥ୍ୟ ସଚିବ
Array