Indigenous Player in IPL: ଆଇପିଏଲର ଏକମାତ୍ର ଆଦିବାସୀ ଖେଳାଳି, ଜାଣନ୍ତୁ କିଏ

ଝାଡଖଣ୍ଡରୁ ଆସୁଥିବା ଏହି ୱିକେଟ କିପର ବ୍ୟାଟର ଜଣଙ୍କ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି। ଝାଡଖଣ୍ଡର ୩ ଜଣ ୱିକେଟ କିପର ଆଇପିଏଲ ଅକ୍ସନରେ ବିକ୍ରି ହୋଇଛନ୍ତି। ଇଶାନ କିଶନ, କୁମାର କୁଶାଗ୍ର ଓ ରବିନ ମିଞ୍ଜ ବିକ୍ରି ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ରିଟେନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଏହା ସହିତ ଆଇପିଏଲ ଇତିହାସର ପ୍ରଥମ ଆଦିବାସୀ ଖେଳାଳି ହେବାର ରେକର୍ଡ କରିବାକୁ ଯାଉଛନ୍ତି ରବିନ ମିଞ୍ଜ।

Indigenous Player in IPL: ଆଇପିଏଲର ଏକମାତ୍ର ଆଦିବାସୀ ଖେଳାଳି, ଜାଣନ୍ତୁ କିଏ
Array