Indigo Flight: ମଝି ଆକାଶରେ ଇଞ୍ଜିନ୍ ଫେଲ୍: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋର ଏକ ବିମାନର ଇଞ୍ଜିନ୍‌ ଖରାପ ହୋଇଯିବାରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

Indigo Flight: ମଝି ଆକାଶରେ ଇଞ୍ଜିନ୍ ଫେଲ୍: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
Array