Indus Water Treaty Cancellation Impact: କ’ଣ ଏହି ସିନ୍ଧୁ ଚୁକ୍ତି ? ବାତିଲ ପରେ କ’ଣ ପଡ଼ିବ ପାକିସ୍ତାନ ଉପରେ ପ୍ରଭାବ
ପହଲଗାମରେ ବର୍ବର ଆତଙ୍କୀ ଆକ୍ରମଣ ପରେ ବହୁ କଡ଼ା ପଦକ୍ଷେପ ନେଇଛି ଭାରତ। ତା’ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସିନ୍ଧୁ ଜଳ ଚୁକ୍ତି ବାତିଲ। ତେବେ ଆସନ୍ତୁ ଜଣିବା କ’ଣ ଏହି ସିନ୍ଧୁ ଚୁକ୍ତି? କେବେ ହୋଇଥିଲା ସିନ୍ଧୁ ଚୁକ୍ତି। କାହା କାହା ମଧ୍ୟରେ ହୋଇଥିଲା ଏହି ଚୁକ୍ତି? ଚୁକ୍ତିରେ କ’ଣ ରହିଛି ସର୍ତ୍ତ? ଏହି ଚୁକ୍ତି ବାତିଲ ହେବାଦ୍ୱାରା ପାକିସ୍ତାନ ଉପରେ କ’ଣ ପଡ଼ିବ ପ୍ରଭାବ?