Indus Waters Treaty: ଶୁଖିଲାଣି ତଣ୍ଟି, ପାକିସ୍ତାନ ଛାଡ଼ିଲାଣି ରଡ଼ି

ସିନ୍ଧୁ ଜଳ ଚୁକ୍ତି ବାତିଲ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଲାଗି ଭାରତକୁ ଏବେ କାକୁତି ମିନତି ହେଲାଣି ପାକିସ୍ତାନ। ଭାରତୀୟ ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍‌ କରିଛି ପଡୋଶୀ।

Indus Waters Treaty: ଶୁଖିଲାଣି ତଣ୍ଟି, ପାକିସ୍ତାନ ଛାଡ଼ିଲାଣି ରଡ଼ି
Array