Infant Abduction: ହସପିଟାଲରୁ ମା’ ପାଖରୁ ନେଇଯାଉଥିଲେ ଛୁଆ; ମାଡ଼ି ବସିଲେ ଲୋକେ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସଙ୍କର ୧୦ ଦିନ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ତେବେ ଗତରାତି ପ୍ରାୟ ଅଢ଼େଇଟା ସମୟରେ ୨ ଜଣ ମହିଳା ୱାର୍ଡ ଭିତରେ ପଶିଥିଲେ।

Infant Abduction:  ହସପିଟାଲରୁ ମା’ ପାଖରୁ ନେଇଯାଉଥିଲେ ଛୁଆ; ମାଡ଼ି ବସିଲେ ଲୋକେ
Array