Inspirational Work : ଅଜଣା ଶବକୁ ମୁଖାଗ୍ନି ଦେଇ ମଶାଣି ଦୂତ ପାଲଟିଛନ୍ତି ସଂଘମିତ୍ରା

ସାମାଜିକ ବାସନ୍ଦ, କଟକଣାକୁ ବେଖାତିର କରି ସେ ଆଗକୁ ପାଦ ବଢାଇଛନ୍ତି । ଆଉ ଯାହା କରିବା ପାଇଁ ମଣିଷ ଡରନ୍ତି ତାକୁ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅଜଣା ଶବର ସତ୍କାର ପାଇଁ ସବୁବେଳେ ସଂଘମିତ୍ରାଙ୍କୁ ଖୋଜା ପଡ଼ିଥାଏ ।

Inspirational Work : ଅଜଣା ଶବକୁ ମୁଖାଗ୍ନି ଦେଇ ମଶାଣି ଦୂତ ପାଲଟିଛନ୍ତି ସଂଘମିତ୍ରା
Array