Instagram Murder Shock: ସୁନାର ସଂସାର ଭାଙ୍ଗିଦେଲା ସୋସିଆଲ ମିଡିଆ...ରକ୍ତର ହୋଲି ଖେଳିଲେ ପତ୍ନୀ

ହରିୟାନାର ଭିଓ୍ଵାନି ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ପ୍ରବୀଣଙ୍କ ବିବାହ ରେୱାଡ଼ିର ଜୋଡି ଗାଁର ବାସିନ୍ଦା ରବିନା ରାଓ (୩୨)ଙ୍କ ସହିତ ହୋଇଥିଲା। ଆଜକୁ ୮ ବର୍ଷ ତଳେ ବାହାଘର ହୋଇଥିଲା। ଏହି ଦମ୍ପତ୍ତିଙ୍କ ଏକ ଛଅ ବର୍ଷର ପୁଅ ମୁକୁଲ। ମୁକୁଲର ଜୀବନ ଆରମ୍ଭରୁ ମୋଡ଼ ଏମିତି ଗୋଟିଏ ଅଜଣା ଦିଗକୁ ମୁହାଁଇବ, ଏକଥା ସେ କେବେ ସ୍ବପ୍ନରେ ବି ଚିନ୍ତା କରିନଥିଲା। ଯେତେବେଳେ ଜାଣୁଛି ଚାରିଆଡ଼ ତାକୁ ଖାଲି ଅନ୍ଧାର ଦିଶୁଛି।

Instagram Murder Shock: ସୁନାର ସଂସାର ଭାଙ୍ଗିଦେଲା ସୋସିଆଲ ମିଡିଆ...ରକ୍ତର ହୋଲି ଖେଳିଲେ ପତ୍ନୀ
Array