ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ହତ୍ୟା ସନ୍ଦେହ
ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଜଣେ ଅଜଣା ବ୍ୟକ୍ତିକୁ କେହି ଦୁର୍ବୃତ୍ତ ହତ୍ୟା ପରେ ନିଆଁରେ ପୋଡି ଦେଇଥିବା ନେଇ ପୋଲିସ ସନ୍ଦେହ କରିଛି। ମୃତ ବ୍ୟକ୍ତିଙ୍କ ଦରପୋଡ଼ା ଶରୀର ହାଟ ପଡ଼ିଆରେ ପଡିରହିଥିବା ବେଳେ ମୃତକ ଜଣକ କିଏ ତାହା ପରିଚୟ ମିଳିପାରି ନାହିଁ। ହତ୍ୟା ସ୍ଥାନରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ତଦନ୍ତ ପାଇଁ ପହଞ୍ଚିଛି ବୋଲି […] The post ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ହତ୍ୟା ସନ୍ଦେହ appeared first on Dharitri Odia News.
ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଜଣେ ଅଜଣା ବ୍ୟକ୍ତିକୁ କେହି ଦୁର୍ବୃତ୍ତ ହତ୍ୟା ପରେ ନିଆଁରେ ପୋଡି ଦେଇଥିବା ନେଇ ପୋଲିସ ସନ୍ଦେହ କରିଛି। ମୃତ ବ୍ୟକ୍ତିଙ୍କ ଦରପୋଡ଼ା ଶରୀର ହାଟ ପଡ଼ିଆରେ ପଡିରହିଥିବା ବେଳେ ମୃତକ ଜଣକ କିଏ ତାହା ପରିଚୟ ମିଳିପାରି ନାହିଁ। ହତ୍ୟା ସ୍ଥାନରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ତଦନ୍ତ ପାଇଁ ପହଞ୍ଚିଛି ବୋଲି ଠାକୁରମୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
The post ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ହତ୍ୟା ସନ୍ଦେହ appeared first on Dharitri Odia News.