International Nurses Day 2025: ‘ଜାତୀୟ ନର୍ସ ଦିବସ’ ପଛରେ ଅଛନ୍ତି ଜଣେ ମହିୟସୀ ମହିଳା; ଜାଣନ୍ତୁ ସେ କିଏ…
ମେ୧୨ କୁ ‘ଆନ୍ତର୍ଜାତୀୟ ନର୍ସ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନକୁ ନର୍ସମାନଙ୍କ ଅବଦାନ ଏବଂ ସମ୍ମାନ ପ୍ରତି ଉତ୍ସର୍ଗ କରାଯାଏ। ଲୋକମାନେ କରୋନା ସମୟରେ ନର୍ସମାନଙ୍କ ଭୂମିକାକୁ ଭଲଭାବେ ବୁଝିଥିଲେ। ନର୍ସ ଦିବସ କିନ୍ତୁ ପାଳନ ବହୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା।