Solar Eclipse 2025: ଆସନ୍ତାକାଲି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ

ଆସନ୍ତାକାଲି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ । ତେବେ ଭାରତ ତଥା ଓଡ଼ିଶାରେ ପରାଗ ଦେଖାଯିବ ନାହିଁ । ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଉତ୍ତରପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ ।

Solar Eclipse 2025: ଆସନ୍ତାକାଲି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ
Array