Vaastu Tips in Holi:ହୋଲିରେ କିଣନ୍ତୁ ଏହି ୫ ଜିନିଷ, ଦୂରେଇ ଯିବ ପଇସାର ଅଭାବ
ହିନ୍ଦୁ ଧର୍ମରେ ହୋଲିର ବିଶେଷ ମହତ୍ତ୍ବ ରହିଛି। ସମଗ୍ର ଭାରତ ବର୍ଷରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ତେବେ ବାସ୍ତୁ ସହିତ ହୋଲି ଅଙ୍ଗାଙ୍ଗୀ ଭାବରେ ଜଡିତ। ହୋଲିରେ ଯଦି ଆପଣ ୫ଟି ଜିନିଷ କିଣୁଛନ୍ତି ତାହେଲେ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସକ୍ଷମ।