New Nano Car: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର; ଜବରଦସ୍ତ ଲୁକ୍‌ରେ ଆସୁଛି ଇଭି ନାନୋ

ଜବରଦସ୍ତ ଲୁକ୍‌, ଜବରଦସ୍ତ ଡିଜାଇନ୍‌ । ସମ୍ପୂର୍ଣ୍ଣ ନୂଆ ରୂପରେ ଆସୁଛି ନୂଆ ନାନୋ । ଦିନେ ମଧ୍ୟବିତ୍ତଙ୍କ ସୁରକ୍ଷା ଯାତ୍ରା ପାଇଁ ସ୍ୱପ୍ନ ଦେଖୁଥିବା ରତନ ଟାଟା , ନାନୋ ରୂପରେ ସେ ସ୍ୱପ୍ନକୁ ସତ କରିଥିଲେ । ହେଲେ ରତନଙ୍କ ସେହି ସତ ସ୍ୱପ୍ନକୁ ଏବେ ଟାଟା ମଟର୍ସ ସୁନେଲି ସକାଳର ସହ ବାସ୍ତବରେ ପରିଣତ କରିବାକୁ ଯାଉଛି ।

New Nano Car: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର; ଜବରଦସ୍ତ ଲୁକ୍‌ରେ ଆସୁଛି ଇଭି ନାନୋ
Array