International Scammers Arrested: ଆପ୍ର ସାହାରା ନେଇ ସର୍ବସ୍ୱ ଲୁଟିନେଉଥିବା ସାଇବର ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
ରାଉରକେଲା ପୋଲିସ ହାତରେ ଧରାପଡ଼ିଛି ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ଓଡ଼ିଶା-ଛତିଶଗଡରୁ ଗ୍ୟାଙ୍ଗ୍ ର ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।