Invest In Odisha: ଓଡ଼ିଶାକୁ ଆସିବ ନିବେଶ ! ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର...

ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି । 

Invest In Odisha: ଓଡ଼ିଶାକୁ ଆସିବ ନିବେଶ ! ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର...
Array