Pakistan Airspace Refusal: ମଝି ଆକାଶରେ ଆକୁଳ ଚିତ୍କାର କରୁଥାନ୍ତି ୨୨୭ ମଣିଷ, ମୁହଁ ମୋଡିଦେଲା ଆତଙ୍କୀ ପାକିସ୍ତାନ

ମଝି ଆକାଶରେ ୨୨୭ ମଣିଷଙ୍କ ଆକୁଳ ଚିତ୍କାରକୁ ମୁହଁ ମୋଡ଼ିଦେଲା ପାକିସ୍ତାନ । କୁଆପଥର ମାଡ଼ର ଶିକାର ଇଣ୍ଡିଗୋ ବିମାନକୁ ଦେଲାନି ଏୟାରସ୍ପେଶ୍ କ୍ଲିଅରାନ୍ସ । ପାକିସ୍ତାନର ଅମାନବିକତାର ଗୁମର ଖୋଲିଲା ଡିଜିସିଏ । ଜୀବନ ମରଣ ସ୍ଥିତିରେ ବି ଶତ୍ରୁତା ବାଛିଲା ଆତଙ୍କୀ ଦେଶ ।

Pakistan Airspace Refusal: ମଝି ଆକାଶରେ ଆକୁଳ ଚିତ୍କାର କରୁଥାନ୍ତି ୨୨୭ ମଣିଷ, ମୁହଁ ମୋଡିଦେଲା ଆତଙ୍କୀ ପାକିସ୍ତାନ
Array