Investment Planning: ୩୦ ବର୍ଷ ତଳେ ବାପା କରିଥିଲେ ଲକ୍ଷେ ଟଙ୍କାର ଇନଭେଷ୍ଟମେଣ୍ଟ, ଏବେ ଜାଣିଲେ ପୁଅ...

ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କାର JSW ଷ୍ଟିଲ ସେୟାର କିଣିଥିଲେ । ଯାହାର ମୂଲ୍ୟ ଏବେ ୮୦ କୋଟିରେ ପହଞ୍ଚିଛି । ଯାହାକୁ ଦେଖି ତାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Investment Planning: ୩୦ ବର୍ଷ ତଳେ ବାପା କରିଥିଲେ ଲକ୍ଷେ ଟଙ୍କାର ଇନଭେଷ୍ଟମେଣ୍ଟ, ଏବେ ଜାଣିଲେ ପୁଅ...
Array