Pakistan Minister's False Statement: ଲାଇଭ ଟିଭିରେ ମିଛ କହୁଥିଲେ ପାକିସ୍ତାନୀ ମନ୍ତ୍ରୀ, ଏମିତି କହିଲେ ନ୍ୟୁଜ ଆଙ୍କର
ଆକ୍ରମଣ ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲା ତରାର ସ୍କାଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସମୟରେ ଅତାଉଲା ଆତଙ୍କବାଦୀ ଆକ୍ରମଣକୁ ମାନୁ ନ ଥିବା ବେଳେ ନ୍ୟୁଜ ଆଙ୍କର ୟାଲଦା ହକିମ ତାଙ୍କୁ ଧୋଇଥିଲେ।