ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୩ ମହିଳା, ୪ ଶିଶୁ ମୃତ
ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ ଶୁଝାଇଛି। ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଇରାନ କହିଛି, ଏହି ଏୟାର ଷ୍ଟ୍ରାଇକ୍ରେ ଅତି କମ୍ରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ଏୟାର୍ଷ୍ଟ୍ରାଇକ୍ରେ ୩ ଜଣ ମହିଳା ଏବଂ ଚାରି ଶିଶୁଙ୍କର ମୃତ୍ୟୁ ହୋଇଥିବା ଇରାନର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏହି କ୍ଷେପଣାସ୍ତ୍ର ଆକ୍ରମଣ ଇରାନର […] The post ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୩ ମହିଳା, ୪ ଶିଶୁ ମୃତ appeared first on Dharitri Odia News.
ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ ଶୁଝାଇଛି।
ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଇରାନ କହିଛି, ଏହି ଏୟାର ଷ୍ଟ୍ରାଇକ୍ରେ ଅତି କମ୍ରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ଏୟାର୍ଷ୍ଟ୍ରାଇକ୍ରେ ୩ ଜଣ ମହିଳା ଏବଂ ଚାରି ଶିଶୁଙ୍କର ମୃତ୍ୟୁ ହୋଇଥିବା ଇରାନର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏହି କ୍ଷେପଣାସ୍ତ୍ର ଆକ୍ରମଣ ଇରାନର ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ଏକ ସୀମାନ୍ତ ଗ୍ରାମରେ ଘଟିଛି।
The post ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୩ ମହିଳା, ୪ ଶିଶୁ ମୃତ appeared first on Dharitri Odia News.