IPL 2024 : CSKରୁ KKR ଯାଏଁ, ଜାଣନ୍ତୁ ୧୦ଟି ଟିମ୍ର କିପରି ରହିପାରେ ପ୍ଲେଇଙ୍ଗ ଇଲେଭେନ୍...
ମୁମ୍ବାଇ ୨୧।୦୩ : ଷ୍ଟାଡିୟମ ରେଡ୍ଡୀ, ଫିଲ୍ଡ ରେଡ୍ଡୀ, ପ୍ଲେୟାର ବି ତୟାର । କେବଳ ଅପେକ୍ଷା ମାର୍ଚ୍ଚ ୨୨ ମାର୍ଚ୍ଚ ରାତି ୮ ଟାକୁ । ଆଉ ଆରମ୍ଭ ହେବ ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟ୍ ଲିଗ୍ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) । ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚେନ୍ନାଇର ଚିପକ୍ ଷ୍ଟାଡିୟରେ ଖେଳାଯିବ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ । ତେବେ ଶୁକ୍ରବାରଠୁ ଆରମ୍ବ ହେବାକୁ ଥିବା ଆଇପିଏଲ୍ର ୧୭ ତମ ସଂସ୍କରଣ ଲାଗି ସବୁ ଦଳ କରୁଛନ୍ତି ଜୋରଦାର ପ୍ରୟାସ । ନିଜ ନିଜ ହୋମ ଗ୍ରାଉଣ୍ଡର ବୁହାଉଛନ୍ତି ଝାଳ । ଆଉ ଟୁର୍ଣ୍ଣାମେଣ୍ଟ ଲାଗି କରୁଛନ୍ତି ନୂଆ ନୂଆ ରଣନୀତି । ତେବେ ଆସନ୍ତୁ ଜାଣିବା କିପରି ହେବ ୧୦ଟି ଟିମ୍ର ସମ୍ଭାବ୍ୟ ପ୍ଲେଇଙ୍ଗ ଇଲେଭେନ୍...ଚେନ୍ନାଇ ସୁପର କିଙ୍ଗସ-ରୁତୁରାଜ ଗାଏକ୍ଓ୍ୱାଡ୍, ରଚିନ୍ ରବିନ୍ଦ୍ର, ଆଜିଙ୍କ୍ୟ ରାହାଣେ, ମୋଇନ୍ ଅଲ୍ଲୀ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଏବଂ ଓ୍ୱିକେଟ୍ କିପର ), ଶର୍ଦ୍ଦୁଲ ଠାକୁର, ଦୀପକ ଚହର, ମହେଶ ତୀକ୍ଷଣା, ମୁସତଫିଜୁର ରହମାନ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେଦିଲ୍ଲୀ କ୍ୟାପିଟାଲ୍ସ-ଡେଭିଡ ଓ୍ୱାର୍ଣ୍ଣର, ପୃଥୀ ଶ’, ମିଚେଲ୍ ମାର୍ଶ, ରିଷଭ ପନ୍ଥ (ଅଧିନାୟକ ଏବଂ ଓ୍ୱିକେଟ୍ କିପର ), ଲଲିତ ଯାଦବ, ଅକ୍ଷର ପଟେଲ, କୁଲଦୀପ ଯା
ମୁମ୍ବାଇ ୨୧।୦୩ : ଷ୍ଟାଡିୟମ ରେଡ୍ଡୀ, ଫିଲ୍ଡ ରେଡ୍ଡୀ, ପ୍ଲେୟାର ବି ତୟାର । କେବଳ ଅପେକ୍ଷା ମାର୍ଚ୍ଚ ୨୨ ମାର୍ଚ୍ଚ ରାତି ୮ ଟାକୁ । ଆଉ ଆରମ୍ଭ ହେବ ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟ୍ ଲିଗ୍ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) । ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚେନ୍ନାଇର ଚିପକ୍ ଷ୍ଟାଡିୟରେ ଖେଳାଯିବ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ।
ତେବେ ଶୁକ୍ରବାରଠୁ ଆରମ୍ବ ହେବାକୁ ଥିବା ଆଇପିଏଲ୍ର ୧୭ ତମ ସଂସ୍କରଣ ଲାଗି ସବୁ ଦଳ କରୁଛନ୍ତି ଜୋରଦାର ପ୍ରୟାସ । ନିଜ ନିଜ ହୋମ ଗ୍ରାଉଣ୍ଡର ବୁହାଉଛନ୍ତି ଝାଳ । ଆଉ ଟୁର୍ଣ୍ଣାମେଣ୍ଟ ଲାଗି କରୁଛନ୍ତି ନୂଆ ନୂଆ ରଣନୀତି । ତେବେ ଆସନ୍ତୁ ଜାଣିବା କିପରି ହେବ ୧୦ଟି ଟିମ୍ର ସମ୍ଭାବ୍ୟ ପ୍ଲେଇଙ୍ଗ ଇଲେଭେନ୍...
ଚେନ୍ନାଇ ସୁପର କିଙ୍ଗସ-
ରୁତୁରାଜ ଗାଏକ୍ଓ୍ୱାଡ୍, ରଚିନ୍ ରବିନ୍ଦ୍ର, ଆଜିଙ୍କ୍ୟ ରାହାଣେ, ମୋଇନ୍ ଅଲ୍ଲୀ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଏବଂ ଓ୍ୱିକେଟ୍ କିପର ), ଶର୍ଦ୍ଦୁଲ ଠାକୁର, ଦୀପକ ଚହର, ମହେଶ ତୀକ୍ଷଣା, ମୁସତଫିଜୁର ରହମାନ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେ
ଦିଲ୍ଲୀ କ୍ୟାପିଟାଲ୍ସ-
ଡେଭିଡ ଓ୍ୱାର୍ଣ୍ଣର, ପୃଥୀ ଶ’, ମିଚେଲ୍ ମାର୍ଶ, ରିଷଭ ପନ୍ଥ (ଅଧିନାୟକ ଏବଂ ଓ୍ୱିକେଟ୍ କିପର ), ଲଲିତ ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଟ୍ରିଷ୍ଟନ ଷ୍ଟବ୍ସ, ଏନରିକ୍ ନର୍ଟେଜ, ମୁକେଶ କୁମାର, ଖଲିଲ ଅହମ୍ମଦ, ଇଶାନ୍ତ ଶର୍ମା
ଗୁଜରାଟ ଟାଇଟନ୍ସ-
ଶୁଭମନ ଗିଲ୍ (ଅଧିନାୟକ), ରିଦ୍ଧମାନ ଶାହ (ଓ୍ୱିକେଟ୍ କିପର), ସାଇ ସୁଦର୍ଶନ, ଡେଭିଡ ମିଲର, ବିଜୟ ଶଙ୍କର, ଶାହାରୁଖ ଖାନ୍, ରାହୁଲ ତେଓ୍ୱତିଆ, ରାସିଦ ଖାନ୍, ନୁର ଅହମ୍ମଦ, ଉମେଶ ଯାଦବ, ସ୍ପେନସର ଜନସନ, ମୋହିତ ଶର୍ମା,
କୋଲକାତା ନାଇଟ ରାଇଡର୍ସ-
ପିଲ୍ ସାଲ୍ଟ ( ଓ୍ୱିକେଟ୍ କିପରି), ଭେଙ୍କଟେସ୍ ଆୟର, ନୀତିଶ ରାଣା, ଶ୍ରେୟସ ଆୟର (ଅଧିନାୟକ), ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ୍, ହର୍ଷିତ ରାଣା, ସୁନୀଲ ନରେନ୍, ମିଚେଲ୍ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ସୁୟେଶ ଶର୍ମା, ବୈଭବ ଅରୋଡା
ଲକ୍ଷ୍ନୌ ସୁପର ଜାଏଣ୍ଟସ-
କେଏଲ୍ ରାହୁଲ ( ଅଧିନାୟକ), କ୍ୱିଣ୍ଟନ ଡି କକ୍ (ଓ୍ୱିକେଟ୍ କିପର) , ଦେବବତ ପାଡିକଲ, ଦୀପକ ହୁଡ୍ଡା, ନିକୋଲେସ୍ ପୁରନ୍, ମାର୍କସ ଷ୍ଟାଇନସ, କୃଣାଳ ପାଣ୍ଡ୍ୟା, ଶିବମ ମାଭି, ଆୟୁଷ ବଦାନୀ, ନବୀନ-ଉଲ୍-ହକ୍, ରବି ବିଷ୍ନୋଇ, ମୋହସିନ ଖାନ୍
ମୁମ୍ବାଇ ଇଣ୍ଡିଆନ୍ସ-
ରୋହିତ ଶର୍ମା, ଇଶାନ କିଷାନ ( ଓ୍ୱିକେଟ୍ କିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ( ଅଧିନାୟକ), ଟିମ୍ ଡେଭିଡ, ନେହେଲା ବଡେରା, ରେମାରିଓ ସେଫର୍ଡ, ପିୟୁଷ ଚାଓ୍ୱଲା, ଆକାଶ ମାଘଓ୍ୱାଲ, ଜଶପ୍ରୀତ ବୁମରାହ, ନବୀନ ତୁଷାରା
ପଞ୍ଜାବ କିଙ୍ଗସ-
ଶିଖର ଧାଓ୍ୱନ୍ ( ଅଧିନାୟକ), ଜୋନି ବାରିଷ୍ଟ୍ରୋ, ପ୍ରଭାସିରମ୍ ସିଂହ ( ଓ୍ୱିକେଟ୍ କିପର), ଅର୍ଥବ ତାଓ୍ୱଡେ, ଲିୟମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା, ସ୍ୟାମ୍ କୁରେନ୍, ହର୍ଷଲ ପଟେଲ, ହରପ୍ରୀତ ବରାଡ, କଗିସୋ ରାବାଡ଼ା, ରାହୁଲ ଚହର, ଅର୍ଶଦୀପ ସିଂହ
ରାଜସ୍ଥାନ ରୟାଲ୍ସ-
ଯଶସ୍ୱୀ ଜୈସଓ୍ୱାଲ୍, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ ଏବଂ ଓ୍ୱିକେଟ୍ କିପର), ରୋବମ୍ୟାନ୍ ପାଓ୍ୱେଲ୍, ଶ୍ରମ୍ରୋନ୍ ହେଟ୍ମାୟର, ରିଆନ୍ ପରାଗ, ଧ୍ରୁବ ଜୁରେଲ୍, ଆର୍ ଅଶ୍ୱିନୀ, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀର ଶର୍ମା, ଆଭେଶ ଖାନ୍, ୟୁଜବେନ୍ଦ୍ର ଚହଲ
ସନରାଇଜର୍ସ ହାଇଦ୍ରାବାଦ୍-
ଅଭିଶେକ ଶର୍ମା, ମୟଙ୍କ ଅଗ୍ରଓ୍ୱାଲ, ରାହୁଲ ତ୍ରିପାଠୀ, ଆଡମ ମାକ୍ରମ୍, ପ୍ୟାଟ କମିନ୍ସ (ଅଧିନାୟକ), ହେନେରିକ କ୍ଲାସନ୍ ( ଓ୍ୱିକେଟ୍ କିପର ), ଓ୍ୱାସିଂଟନ ସୁନ୍ଦର, ଓ୍ୱେନେନ୍ଦୁ ହସରଙ୍ଗା, ଭୁବନେଶ୍ୱର କୁମାର, ଉମ୍ରାନ୍ ମଲ୍ଲିକ, ଟି. ନଟରାଜନ