IPL 2025 Auction LIVE UPDATES: ଆଇପିଏଲ୍ ମେଗା ଅକ୍ସନ, ଚାଲିଛି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା.. ଜାଣନ୍ତୁ ଟିକିନିକି ଖବର
କନକ ବ୍ୟୁରୋ : ଆଜି ସାଉଦି ଆରବରେ ହେବ ଆଇପିଏଲର ମେଗା ନିଲାମୀ । ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ହେବ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ଅଛନ୍ତି । ତିନି ଭାରତୀୟ ଖେଳାଳି ଶ୍ରେୟାସ ଆୟାର, ରିଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।