ଘଷିପୁରା ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା; ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ

ଘଷିପୁରା : ଜାତିୟ ରାଜପଥ ୨୦ ର ଘଷିପୁରା ଥାନା ବାରିଗାଁ ନିକଟରେ ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ନରସିଂହପୁର ଗାଁ ର ବାବୁଲା ସାହୁ ବାଇକ ଯୋଗେ ନିଜ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା ।  ଗୁରୁତର ଅବସ୍ଥାରେ ଯୁବକ ଜଣକୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ କଟକ ସ୍ଥାନାନ୍ତର […] The post ଘଷିପୁରା ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା; ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ appeared first on KNews Odisha.

ଘଷିପୁରା ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା; ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ
ghasipura thana police

ଘଷିପୁରା : ଜାତିୟ ରାଜପଥ ୨୦ ର ଘଷିପୁରା ଥାନା ବାରିଗାଁ ନିକଟରେ ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ନରସିଂହପୁର ଗାଁ ର ବାବୁଲା ସାହୁ ବାଇକ ଯୋଗେ ନିଜ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା ।  ଗୁରୁତର ଅବସ୍ଥାରେ ଯୁବକ ଜଣକୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ କଟକ ସ୍ଥାନାନ୍ତର ସମୟରେ ମୃତ୍ୟୁ ହୋଇ ଯାଇଛି ।

The post ଘଷିପୁରା ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା; ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକର ମୃତ୍ୟୁ appeared first on KNews Odisha.