IPL 2025: Baibhav Suryavanshi Smashes Fastest Century in IPL Against Gujarat Titans
#ଆଇପିଏଲରେ_ବୈଭବ_ବିସ୍ଫୋରଣ ୧୪ ବର୍ଷୀୟ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଲେ ଧୂଆଁଧାର ଇନିଂସ। ନିଜ ନାଁରେ କରିଛନ୍ତି ବିରାଟ ରେକର୍ଡ। ଗୁଜରାଟ ଟାଇଟନ୍ସ ବିପକ୍ଷପରେ ୩୫ ବଲ୍ ରେ ଦ୍ରୁତତମ ଶତକ ହାସଲ କିରଛନ୍ତି
#ଆଇପିଏଲରେ_ବୈଭବ_ବିସ୍ଫୋରଣ
୧୪ ବର୍ଷୀୟ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଲେ ଧୂଆଁଧାର ଇନିଂସ। ନିଜ ନାଁରେ କରିଛନ୍ତି ବିରାଟ ରେକର୍ଡ। ଗୁଜରାଟ ଟାଇଟନ୍ସ ବିପକ୍ଷପରେ ୩୫ ବଲ୍ ରେ ଦ୍ରୁତତମ ଶତକ ହାସଲ କିରଛନ୍ତି