IPL 2025: ଆଇପିଏଲ ୨୦୨୫, ରାଜସ୍ଥାନ ରୟାଲ୍ସର ଶକ୍ତି ଓ ଦୁର୍ବଳତା

ଆଇପିଏଲ ୨୦୨୫ରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ଦଳ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ଆଜି ଆସନ୍ତୁ ନଜର ପକାଇବା ପ୍ରଥମ ସିଜିନର ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସ ଦଳର କଣ ରହିଛି ଶକ୍ତି ଓ ଦୁର୍ବଳତା ।

IPL 2025: ଆଇପିଏଲ ୨୦୨୫, ରାଜସ୍ଥାନ ରୟାଲ୍ସର ଶକ୍ତି ଓ ଦୁର୍ବଳତା
Array