ଶାଳୀକୁ ହାଣିଦେଲା ଭିଣୋଇ

ଶାଳୀକୁ_ହାଣିଦେଲା_ଭିଣୋଇ ଶାଳୀ ଭିଣୋଇ ସମ୍ପର୍କରେ ଦେଖାଦେଲା ଫାଟ। ଜମି ବାଡ଼ି ବିବାଦରୁ ଆରମ୍ଭ ହେଲା ଝଗଡ଼ା । ଏହା କ୍ରମଶଃ ଉଗ୍ର ରୂପ ନେଲା। ଆଉ ଏକ ଟାଙ୍ଗିଆରରେ ଶାଳୀ ମୁଣ୍ଡକୁ ହାଣି ହତ୍ୟା କଲା ଭିଣୋଇ ।

ଶାଳୀକୁ ହାଣିଦେଲା ଭିଣୋଇ
Array