IPL 2025: ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ୍ ଦୁଲୁକେଇଲେ ନୀତି ମୋହନ

'ଦିଲ୍ଲୀ କ୍ୟାପିଟାଲ୍ସ' ଓ 'ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ' ମଧ୍ୟରେ ଗତକାଲି ବିଶାଖାପାଟଣାରେ ଖେଳା ଯାଇଥିବା IPL ମ୍ୟାଚ ପୂର୍ବରୁ ଦର୍ଶକଙ୍କ ମନ ମୋହିଥିଲେ ପ୍ରସିଦ୍ଧ ଗାୟିକା ନୀତି ମୋହନ।

IPL 2025: ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ୍ ଦୁଲୁକେଇଲେ ନୀତି ମୋହନ
Array