IPL 2025: ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ; IPL ଟ୍ରଫି ଜିତିଲେ କିଙ୍ଗ୍‌ କୋହଲି...

ଶେଷରେ ରନ୍ ମେସିନ୍ ଜିତିଲେ ଆଇପିଏଲ ଟ୍ରଫି । ପ୍ରଥମ ଥର ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

IPL 2025: ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ; IPL ଟ୍ରଫି ଜିତିଲେ କିଙ୍ଗ୍‌ କୋହଲି...
Array