IPL Postponed Due to Indo-Pak Tensions: BCCIର ବଡ଼ ନିଷ୍ପତ୍ତି, ଅଧାରୁ ବନ୍ଦ ହେଲା IPL
ବାକି ଥିଲା ଆହୁରି ୧୬ଟି ମ୍ୟାଚ୍ । ଗତକାଲି ଧର୍ମଶାଳା ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲା କ୍ୟାପିଟାଲସ ମଧ୍ୟରେ ଗତ କାଲି ମ୍ୟାଚ ଚାଲିଥିଲା । ତେବେ ଏୟାରଷ୍ଟ୍ରାଇକ କାରଣରୁ ଏହି ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଅବଶିଷ୍ଟ ମ୍ୟାଚଗୁଡିକ ବର୍ତ୍ତମାନ ସମୟରେ ଖେଳାଯିବା ଠିକ୍ ନୁହେଁ । ତେଣୁ BCCI ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।