IPL ଇତିହାସରେ ଦାମୀ ଖେଳାଳି ପ୍ୟାଟ୍‌ କମିନ୍ସ, ୨୦ କୋଟି ୫୦ ଲକ୍ଷରେ କିଣିଲା SRH

ଦୁବାଇ ୧୯।୧୨ : ଆଇପିଏଲ୍‌ ୨୦୨୪ । ଦୁବାଇରେ ଚାଲିଛି ନିଲାମୀ ପ୍ରକ୍ରିୟା । ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ । ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ୍‌ । THE BIGGEST IPL BID EVER

IPL ଇତିହାସରେ ଦାମୀ ଖେଳାଳି ପ୍ୟାଟ୍‌ କମିନ୍ସ, ୨୦ କୋଟି ୫୦ ଲକ୍ଷରେ କିଣିଲା SRH

ଦୁବାଇ ୧୯।୧୨ : ଆଇପିଏଲ୍‌ ୨୦୨୪ । ଦୁବାଇରେ ଚାଲିଛି ନିଲାମୀ ପ୍ରକ୍ରିୟା । ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ । ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ୍‌ ।