Iran attack on Israel: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ; ଇରାନର ଜବାବୀ ଆକ୍ରମଣ, ଏୟାରସ୍ପେସ୍ ବନ୍ଦ କଲା ଇସ୍ରାଏଲ

ଇସ୍ରାଏଲର ୧୦ଟି ସହର ଉପରେ ୩୦ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଇରାନ୍। ଏଥିରେ ୧୧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଜୁନ ୨୭ ଯାଏଁ ଇସ୍ରାଏଲରେ ବିମାନ ଉଡ଼ାଣ ବାତିଲ୍ କରାଯାଇଛି।

Iran attack on Israel: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ; ଇରାନର ଜବାବୀ ଆକ୍ରମଣ, ଏୟାରସ୍ପେସ୍ ବନ୍ଦ କଲା ଇସ୍ରାଏଲ
Array